ହାତୀର ଗଳିତ ଶବ ଉଦ୍ଧାର।

0
610

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର) ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂଘ ବନାଚଳ ଜଙ୍ଗଲ ମଧ୍ୟରୁ ବନ ବିଭାଗ ଏକ ହାତୀର ଗଳିତ ମୂର୍ତ ଦେହ ଉଦ୍ଧାର କରିଛି। ସ୍ଥାନୀୟ ଏକ ଛେଳି ଚରାଳି ଠାରୁ ଖବର ପାଇ ବନ ବିଭାଗ ସେଠାରେ ପହଁଚି ଥିଲା। ହାତୀଟି ମାଇଁ ହାତୀ ବୋଲି ବନବିଭାଗ ଅନୁମାନ କରୁ ଥିବାବେଳେ ହାତୀ ମୂର୍ତୁର କାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇନି।ହାତୀ ର ବେକ ପାଖରେ ଏକ ବଡ଼ କଣା ଚିହ୍ନ ଦେଖି ଅଂଚଳ ବାଶି ହାତୀଟିକୁ ଗୁଳି ଚାଳନା କରାଯାଇଛି ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ 1ମାସରୁ ଉର୍ଦ୍ଧ୍ବ ସମୟ ହେବ ଏକ ହାତୀ ପଲ ସେ ଅଂଚଳରେ ରହୁଛନ୍ତି।

LEAVE A REPLY

Please enter your comment!
Please enter your name here