ସlନକୋଦଣ୍ଡl ପଂଚାୟତ ର ଯୋଗୀମାରି ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
568

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ସlନକୋଦଣ୍ଡl ପଂଚାୟତ ର ଯୋଗୀମାରି ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ପ୍ରଥମେ ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ସଦସ୍ୟ ମାନେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ଗୌର ହରି ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ସମ୍ବିଧାନ ପ୍ରଣୟନ ବିଷୟରେ ଛାତ୍ରଛାତ୍ରୀ ମାନକୁ ବୁଝାଇଥିଲେ ଓ ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବରକୁତ୍ତା ଓ ଗୀତ ପ୍ରତିଯୋଗିତାରେ ରେ ପୁରସ୍କାର ପ୍ରଦାନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here