ଫୁଲବାଣୀ ଏସ ଏସ ଡ଼ି କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଆରମ୍ଭ

0
610

ଫୁଲବାଣୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଫୁଲବାଣୀ ଏ ସ ଏ ସ ଡ଼ି କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବି ଟି ଏ ମ ପଡ଼ିଆ ଠାରେ ଆରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ପିପୁଲ୍ସ ଫୋରମ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ରାଧାମୋହନ ମହାପାତ୍ର ଉଦଘାଟକ ଭାବେ ଯୋଗ ଦେଇ ମ୍ୟାଚ ଟିକୁ ଉଦଘାଟନ କରିଥିଲେ।ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଜୁରୀପଡା ବ୍ଲକ ଚେୟାରମ୍ୟାନ ଶ୍ରୀ ବିରେନ୍ଦ୍ର କହଁର ଯୋଗ ଦେଇଥିଲେ।ଖେଳ ଟି ବ୍ଲୁ କ୍ୟାପ ବନାମ ମହାବୀର ରେନ ଗେଟ ସହ ଆରମ୍ଭ ହୋଇଥିଲା।ସମସ୍ତ ଯୁବ ଖେଳାଳି ମାନଙ୍କୁ ଉତ୍ତମ ଖେଳ ପ୍ରଦର୍ଶନ କରିବା ପାଇଁ ଶ୍ରୀ ବିଧାୟକ ଆହ୍ୱାନ ଦେଇଥିଲେ।ସୁନ୍ଦର ଆୟୋଜନ ପାଇଁ କ୍ଳବ ର ସଭାପତି ଶ୍ରୀ ସୌରଭ ଓ ସମସ୍ତ ସଦସ୍ୟ ମାନଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here