ଦୁର୍ଘଟଣା ରେ ଜଣେ ମୃତ

0
553

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ୍ ଛଚିନା ନିକଟ ଗଡାନାଳ ଠାରେ କୋଦଳା ଅଭିମୁଖେ ଯାଉଥିବା ଓ ଡି ୦୭ ଏନ୍ ୩୯୯୮ ନମ୍ବର ବିଶିଷ୍ଠ ଏକ ଯାତ୍ରୀବାହି ଅଟୋ ଓଲଟି ଶରଧାପୁର ଗ୍ରାମ ର ମହେଶ୍ୱର ଦାଶ ( ୨୮) ଙ୍କ ମୃତ୍ୟୁ ଘଟିଛି । ଏ ନେଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଙ୍କ ମା ଅହଲ୍ୟା ଦାଶ ବେଗୁନିଆପଡ଼ା ଫାଣ୍ଡି ରେ ଅଟୋ ଚାଳକ ଙ୍କ ନାମରେ ମଧ୍ଯ ଏକ ଲିଖିତ ଏତଲା ଦାଏର କରିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here