ବହୁ ଚର୍ଚ୍ଚିତ ପ୍ରତାପ ପୋଲେଇ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଗିରଫ

0
626

ଗଂଜାମ (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଂଜାମ ଆସିକାର ବହୁ ଚର୍ଚ୍ଚିତ ମଦ ବ୍ୟବସାୟୀ ପ୍ରତାପ ପୋଲେଇ ହତ୍ୟା ଘଟଣା । ଅନ୍ୟତମ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲା ଶିବରାମ ସେଠି । ଗତ ୨୦୧୭ ମସିହା ରେ ଚଳନ୍ତା ବସ ଭିତରେ ଗୁଳି ମାଡ଼ କରି ଘଟିଥିଲା ହତ୍ୟା ଘଟଣା । ଏହି ହତ୍ୟା କାଣ୍ଡ ର ଗିରଫ ସଂଖ୍ୟା ପହଞ୍ଚିଲା ୧୧ ରେ । ଆଗରୁ ଦଶ ଗିରଫ ହୋଇ ଅଛନ୍ତି ଜେଲରେ । ସୂଚନା ଦେଲେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ।

LEAVE A REPLY

Please enter your comment!
Please enter your name here