ଦିଗପହଣ୍ଡି 🙁ନ୍ୟୁସ୍ କ୍ସଟ୍ର।)/୭/୧୯  ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚଙ୍କ ୬ଟି ସ୍ଥାନରେ ଚଢ଼ାଉ କରିଛିନ୍ତି ବ୍ରହ୍ମପୁର ଭିଜିଲାନ୍ସ ଦିଗପହଣ୍ଡି ନୀଳାଦ୍ରି ବିହାର  କୋଠା, ଦିଗପହଣ୍ଡି ବଜାରରେ ଥିବା ନୁତନ ତିଅ।ରି 3 ମହଲା କୋଠା, ରାଜପୁର ଗାଁରେ ଥିବା ଏକ  ଘର, ଦିଗପହଣ୍ଡି ସ୍ଥିତ ଗରେଜ, ପୈତୃକ ଗାଁ ଦିଗପହଣ୍ଡି ନିକଟସ୍ଥ ନବରଙ୍ଗପୁର ଗାଁ, ପଞ୍ଚାୟତ ଅଫିସ ସମେତ ୬ଟି ଜାଗା ରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ସେ 2008ରୁ 12 ସମିତି ସଭ୍ୟ ଥିଲେ। ପରେ ତଙ୍କ ପତ୍ନି ସରପଞ୍ଛ ଥିଲେବର୍ତ୍ତମାନ ସେ ସରପଞ୍ଚ ଅଛନ୍ତି

LEAVE A REPLY

Please enter your comment!
Please enter your name here