ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ

0
247

ଭଞ୍ଜନଗର : ଅଖିଳ ଭାରତ ବିଦ୍ୟାଥୀ ପରିଷଦ ଘୁମୁସର ସାଂଙ୍ଗଠନିକ ଜିଲ୍ଲା ସ୍ଥାନୀୟ ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରତିଭା ସଙ୍ଗମ କାଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହାକୁ ପୂର୍ବତନ ଅଧ୍ୟକ୍ଷ ଶିବରାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଉଦଘାଟନ କରିଥିଲେ। ଜିଲ୍ଲା ସଂଘଠନ ମନ୍ତ୍ରୀ ମିଳନ ମହାପାତ୍ର, ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ତ୍ରିପାଠୀ,ନଗର ସମ୍ପାଦକ ସାଇ ଆଦିତ୍ୟ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦେଶ୍ୟ ସମ୍ପର୍କରେ କହିଥିଲେ।ଅଶ୍ୱିନୀ କୁମାର ମହାନ୍ତି କାଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସାଗରିକା ସ୍ୱାଇଁ ଏହାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here