କେନ୍ଦ୍ରମନ୍ତ୍ରୀ ପ୍ରତାପଷଢଙ୍ଗି ଙ୍କର ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ

0
640

କୋରାପୁଟ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀଯୂକ୍ତ ପ୍ରତାପ ଷଢଙ୍ଗୀ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ପଟାଙ୍ଗିଠାରେ ପହଞ୍ଚି ଥିଲେ l ପ୍ରଥମେ ସେ ପଟାଙ୍ଗି ହାଇସ୍କୁଲ କୁ ଯlଇ ବୃକ୍ଷରୋପଣ କରିବା ସହ ମେଡିକଲ କୁ ଯlଇ ରୋଗୀଙ୍କୁ ଭେଟିଥିଲେ ଓ ସେଠାକାର ବିଭିନ୍ନ୍ ସମସ୍ୟା ଊପରେ ରୋଗୀଙ୍କୁ ପଚାରି ବୁଝିଥିଲେ ଲ ଓ ପରେ ଚlରା ଓମସଲା ଗବେଷଣା କେନ୍ଦ୍ର କୁ ଯାଈ ସେଠାରେ ବିଭିନ୍ନ ସୁବିଧା ଅସୁବିଧl ବିଷୟରେ ପଚାରି ବୁଝିବା ସହ ଏଥିପାଇଁ ଯlହା ଦରକାର ସେଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ l ଓ ପରେ ସୁନାବେଡ଼ା ମହିଳା କଲେଜ କୁ ଯlଇ ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ପିଲାଙ୍କର ସହ କିଛି ସମୟ ବିତାଇବା ସହ ପ୍ଲlସ୍ଟିକ ବର୍ଜନ ଓ ଜଳସଂରକ୍ଷଣ ପାଇଁ ପିଲାଙ୍କୁ ପରାମର୍ଶ ଦେବାସହ ଏକ ସଂକଳ୍ପ ପାଠ କରିଥିଲେ l ଆଜିର ଏ ପ୍ରୋଗ୍ରାମ ରେ ଜିଲ୍ଲା ବିଜେପି ସଭାପତି ବିଜୟ ମିଶ୍ର ତୁଙ୍ଗ ନେତା ମାନେ ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here