ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ମାନଙ୍କୁ ନେଇ ବୈଠକ ଓ ପ୍ରଗତି ପତ୍ର ବିତରଣ

0
171

ଛତ୍ରପୁର : ସ୍ଥାନୀୟ ଅନଶ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଗତୀ ପତ୍ର ବଣ୍ଟନ କରାଯାଇଛି l ଏହି ଅବସରରେ ଶିକ୍ଷା ସମ୍ପର୍କରେ ଅଭିଭାବକ ଓ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା l ଚଳିତ ବର୍ଷ ଅଧିକ ପିଲାଙ୍କୁ ନାମ ଲେଖାଇବାକୁ ଆଲୋଚନା ହୋଇଥିଲା l

LEAVE A REPLY

Please enter your comment!
Please enter your name here