ଡୁରା ନେସନାଲ ହାଇସ୍କୁଲ ର ବାର୍ଷିକ ଉତ୍ସବ

0
187

ଗୋପାଳପୁର :ଡୁରା ସ୍ଥିତ ନେସନାଲ ହାଇସ୍କୁଲରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଅବସର ପ୍ରାପ୍ତ ଅର୍ଥନୀତି ବିଭାଗର ପ୍ରଫେସର ଭାଗବତ ପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା,ଅନ୍ୟ ତମ ଅତିଥି ଭାବେ ଏଲ ଆଇ ସି ମେନେଜେର ପ୍ରଶାନ୍ତ କୁମାର ଦାସ, ଡ଼ଃ ଚନ୍ଦନ ଗନ୍ତାୟତ,ମେଡିକାଲ୍ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ ପ୍ରଭାତୀ ମହାପାତ୍ର, ସାମ୍ବାଦିକ ସୁଦୀପ୍ ସାହୁ ଯୋଗ ଦେଇଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ତାହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅମିତା ରାଣୀ ସାହୁ,ଅନିତା କୁମାରୀ ମିଶ୍ର, ବିଷ୍ଣୁ ପ୍ରିୟା ସାହୁ,ସୁଜାତା ସାହୁ,ମିନତି ପାଢ଼ୀ,ଦୀପ୍ତି ପଟନାୟକ, ଅମର ନାଥ ବେହେରା, ହର ପ୍ରିୟା ମହାପାତ୍ର,ଗୀତାଞ୍ଜଳୀ ପଣ୍ଡା,ନିର୍ମଳା ଦାସ,ମୁନି ବିଷୋୟୀ,ଚନ୍ଦ୍ର କଳ୍ପେଶ୍ୱର ସାହୁ,ଲାବଣ୍ୟ ମୟି ଦାସ, ଆଶା ରାଣୀ ପାତ୍ର,ସ୍ୱାଗତିକା କର,ଅନିତା କୁମାରୀ ମହାନ୍ତି,ଚିତ ରଞ୍ଜନ ମିଶ୍ର,ସୁରେଶlସିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here