କେନ୍ଦ୍ର ସରକାର ୫ କେଜି ଚାଉଳ କାଟିବା ପ୍ରତିବାଦରେ ଶିହଳା ପଞ୍ଚାୟତରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

0
282

କୁକୁଡ଼ାଖଣ୍ଡି:ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି ।ଏହାକୁ ଘୋର ବିରୋଧ କରିଛି ରାଜ୍ୟ ବିଜେଡି ।ଏହାର ପ୍ରତିବାଦରେ ବୁଧବାର ଦିନ କୁକୁଡ଼ଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ରହି ହାତରେ ପ୍ଲା-କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସମିତି ସଭ୍ୟ ତଥା କୁକୁଡ଼ାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ରଙ୍କ ନେତୃତ୍ୱରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ଉଦୟ ବେହେରା, ପୂର୍ବତନ ଜିଲ୍ଲାପରିଷଦ କୈଳାଶ ବିଷୋୟୀ,ନାୟବ ସରପଞ୍ଚ ବାଳକୃଷ୍ଣ ସାହୁ,ଶଙ୍କର ଗୌଡ଼,ପୂର୍ବତନ ସରପଞ୍ଚ ବିପ୍ର ଚରଣ ନାୟକ,ବାଲାଜି ପାତ୍ର,ରାଜେନ୍ଦ୍ର ଗୌଡ଼,ବିନ ଗୌଡ଼,ଗୌରୀ ପାତ୍ର,ବିଘ୍ନ ମହାଙ୍କୁଡ଼,କୈଳାଶ ମଲ୍ଲିକ,ସମସ୍ତ ୱାର୍ଡ ସଭ୍ୟ,ଗୌରୀ ପାତ୍ର,ପୂର୍ବତନ ନାୟବ ସରପଞ୍ଚ ଦୁର୍ଯ୍ୟୋଧନ ଦାସ,ଭୀମସେନ ବେହେରା,ଟୁନା ବେହେରା,ସୋରାଜ ପାତ୍ର,ଦଣ୍ଡ ବେହେରା,ବାବୁଲା ସାହୁ,ପ୍ରଫୁଲ୍ଲ କୁମାର କର,ଭାଗବତ ସାବତ, ଶିଶିର ଗୌଡ଼,ରବୀନ୍ଦ୍ର କୁମାର ପାତ୍ର,ୱାର୍ଡ ସଭ୍ୟ ପ୍ରଭୂ ନାୟକ,ଲିସା ପ୍ରଧାନ,ରଂଜିତା ବେହେରା,ସୁରେଶ ଦାସ,ସରସ୍ୱତୀ ନାୟକ,ଵିନୋଦିନୀ ଦାସ,ଶାନ୍ତି ଦାସ,ନିରଞ୍ଜନ ଦାସ,ବାଞ୍ଛାନିଧି ଗୌଡ଼,ସଂଧ୍ୟାରଣୀ ସାହୁ,ପାର୍ବତୀ ଦାସ,ଗୀତା ଦାସ,ମଙ୍ଗୁଳୁ ଦାସ ଓ ପ୍ରଭାତ କିରଣ ଦାସଙ୍କ ସମେତ ଅନ୍ୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here