ବିଶ୍ୱର ସର୍ବକ୍ଷୁଦ୍ର ହକିଷ୍ଟିକ୍ ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟ

0
193

ବ୍ରହ୍ମପୁର:ବାଲୁକାଶିଳ୍ପୀ ଶ୍ରୀ ସତ୍ୟନାରାୟଣ ମହାରଣା ଙ୍କ ବିରଳ କଳା କୃତି ୫mm ହକିଷ୍ଟିକ୍ ।ଓଡ଼ିଶାରେ ବିଶ୍ଵ ହକି କପ୍ଅ ବସରରେ ସତ୍ୟଙ୍କ କଳାକୃତି
କାଠ ରେ ୨ଟି ହକିଷ୍ଟିକ୍ ତିଆରି କରିଛନ୍ତି ଯାହାର ଉଚ୍ଚତା ୫mm ଓ ଓସାର ୧mm ଅନ୍ୟ ଟି ର ଉଚ୍ଚତା ୧cm ଓ ଓସାର ୧mm ରଙ୍ଗ ଦେଇଛନ୍ତି ଖୁବ୍ ସୁନ୍ଦର ହୋଇଛି ଏହା ତିଆରି କରିବାକୁ ୩୦ ମିନିଟ୍ ସମୟ ଲାଗିଛି| ଏହା ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ସହ ଅନ୍ୟେକ ରେକର୍ଡସ୍ କରିବ ବୋଲି ଆଶା ରଖିଛନ୍ତି ସତ୍ୟ

LEAVE A REPLY

Please enter your comment!
Please enter your name here