ସ୍ୱସ୍ତିକ ଟିଭି ଅନୁକୂଲ୍ୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ

0
520

ବ୍ରହ୍ମପୁର :ଗୋବିନ୍ଦ ବିହାର ଷଷ୍ଠ ଲାଇନ ସ୍ଥିତ ସ୍ୱସ୍ତିକ ଟିଭି କାର୍ଯ୍ୟାଳୟ ପରିସର ରେ ସ୍ୱସ୍ତିକ ଟିଭି ,ସ୍ୱସ୍ତିକ ଖବର ଏବଂ ଭାରତୀୟ ଜନତା ପାର୍ଟି ମିଳିତ ଅନୁକୂଲ୍ୟ ରେ ଏକ ରକ୍ତଦାନ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ସ୍ୱସ୍ତିକ ଟିଭି ନିର୍ଦେଶକା ଅନୁଜା ନନ୍ଦ ବିଶ୍ୱାଳ ,ସ୍ୱସ୍ତିକ ଟିଭି ର ପରିଚାଳକ ରବୀନ୍ଦ୍ର ପଟ୍ଟନାୟକଙ୍କ ଆବାହକତ୍ଵ ରେ ଆୟୋଜିତ ଶିବିର ରେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ,ବରିଷ୍ଠ ବିଜେପି ନେତା ଡା ସୁବାଷ ଚନ୍ଦ୍ର ସାହୁ, ଶିବ ନାୟକ ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି, ମହିଳା ମୋର୍ଚା ସଭାନେତ୍ରୀ ମିନା ଦ୍ୟାନ ସାମନ୍ତରାୟ, କର୍ପୋରେଟର ବନିତା ସାହୁ, ରାମ ପାତ୍ର,ବାଳକୃଷ୍ଣ ସାମନ୍ତରାୟ, ବିରେନ୍ଦ୍ର ମାଲନା, ପ୍ରଦିପ ସାହୁ, ଲଷ୍ମୀ ବିଶ୍ୱାଳ, ଜୟନ୍ତ ବିଶ୍ୱାଳ, ସରୋଜ ପଟ୍ଟନାୟକ ଧର୍ମେନ୍ଦ୍ର ରାଉଳ , ପବିତ୍ର ଚୌଧୁରୀ ,ବର୍ଷା ବିଦୁସ୍ମିତା, ରତ୍ନାକର ଗଉଡ଼, ଶ୍ୱେତାଲିନା ସାହୁ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବଡ ମେଡ଼ିକାଲ ରକ୍ତ ଭଣ୍ଡାର ତରଫରୁ ହରେକୃଷ୍ଣ ସାହୁ, ସୁଶାନ୍ତ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ରାମହରି ପଣ୍ଡା, ଡମ୍ବରୁ ବାହାଦୂର ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ

LEAVE A REPLY

Please enter your comment!
Please enter your name here