ଫୋଟ ଗ୍ରାଫର ମାନଙ୍କ କର୍ମଶାଳା

0
302

ଭଞ୍ଜନଗର: ଭଞ୍ଜନଗର- ବେଲେଶ୍ୱର ଶୈବ ପୀଠ ନିକଟରେ ଫୁଜିଫିଲ୍ମ ର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗାୟତ୍ରୀ ଇଲୋଟ୍ରନିକ୍ସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସମେତ ଏହାର ଆଖପାଖ ଅଞ୍ଚଳରୁ ଅନେକ ଫୋଟ ଗ୍ରାଫର ଯୋଗଦେଇ ସୁନ୍ଦର ଫୋଟ ଉତ୍ତୋଳନ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । କ୍ୟାମେରା ପରିଚାଳନା ର ବିଭିର୍ଣ୍ଣ କୌଶଳ ଉପରେ ମଧ୍ୟ ଉପସ୍ଥିତ ଅଭିଜ୍ଞ ଙ୍କ ଦ୍ଵାରା ଆଲୋଚନା ହୋଇଥିଲା । ଏଥିରେ ଭଞ୍ଜନଗର ଫଟୋଗ୍ରାଫର ବିରଞ୍ଚି ପ୍ରସାଦ ମିଶ୍ର, ଅଶୋକ କୁମାର ବେହେରା, ସୁକୁ ମହାନ୍ତି, ଦର୍ପନାରାୟଣ ବେହେରା, ସିପୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷରେ ଗାୟତ୍ରୀ ଇଲୋଟ୍ରନିକ୍ସ ମୁଖ୍ୟ ଦୁର୍ଗା ଶତପଥୀ ଉପସ୍ଥିତ ସମସ୍ତ ଫୋଟଗ୍ରାଫର ମାନଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here