ଗୋଷାଣିବ୍ଲକ ଉପଲଡା ଗ୍ରାମ ନିକଟରେ ମଟରସାଇକେଲ ଏବଂ ଟ୍ରାକ୍ଟର ମୁହାଁମୁହିଁ ଜଣେ ମୃତ

0
257

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଠାରେ ସଡ଼କ ଦୁର୍ଘଟଣା ଜଣେ ମୃତ। ରାୟଗଡ଼ା ରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଉପଲଡା ଗ୍ରାମ ଠାରେ ମଟର ସାଇକେଲ ଟ୍ରାକ୍ଟର ମୁହାଁମୁହିଁ ଘଟଣା ସ୍ଥଳରେ ମଟର ସାଇକେଲ ଆରୋହି ମୃତ , ମୃତ ବ୍ୟକ୍ତି ଜଣକ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସୁନ୍ଦରଡା ପ୍ରସାଦ ବୋଲି ଜଣାପଡିଛି।ଘଟଣାସ୍ଥଳରେ ଗୁରାଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here