ଢାମୁଣିଗ୍ରାମ ନିକଟରେ କାର ସହିତ ମଟର ଟ୍ରାକ୍ଟର ମୁହାଁମୁହିଁ: ଦୁଇ ଜଣ ଗୁରୁତର

0
267

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଢାମୁଣି ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ଦୁଇଜଣ ଗୁରୁତର। ଏହି ଘଟଣା ଆନ୍ଧ୍ର ପ୍ରଦେଶ ମେଳିଆପୁଟୁ ରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟର ସହ କାର ମୁହାଁ ମୁହିଁ ଧକ୍କା। ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
ରିପୋର୍ଟ: ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here