ଚିଙ୍ଗୁଡ଼ିଖୋଲରେ ବିଶ୍ୱ ପରିବେଶ ଦିବସ ପାଳିତ

0
262

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୃକ୍ଷ ରୋପଣ କରାଯିବା ସହ ଏକ ସଚେତନତା ରାଲି ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଏନଏମ ସିନେମା ନାଥ, ସିଏଚଓ ସବିତା ସାହୁ, ଚିଙ୍ଗୁଡ଼ିଖୋଲ ସମିତିସଭ୍ୟ ଜିତେନ୍ଦ୍ର କୁମାର ସାହୁ ଓ ବସନ୍ତ ମଳିକଙ୍କ ସମେତ ଆଶା, ଅଙ୍ଗନବାଡି, ପିଆରଆଇ ମେମ୍ବର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here