ତକ୍ଷଶିଳା ରେସିଡେନ୍ସିଆଲ୍ ସ୍କୁଲ୍ କ୍ୟାମ୍ପସରେ ପୃଥିବୀ ଦିବସ ପାଳିତ

0
313

ବ୍ରହ୍ମପୁର:ପ୍ରତିବର୍ଷ ଏପ୍ରିଲ୍ ମାସ ୨୨ତାରିଖରେ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଏ ।ଏହି ଦିବସକୁ ପାଳନ କରିଛନ୍ତି ଆଙ୍କୁଶପୁର ସ୍ଥିତ ତକ୍ଷଶିଳା ରେସି ଡେନ୍ସିଆଲ ସ୍କୁଲ ପରିସରରେ କିଛି ପିଲା ଦିନର ଗୁରୁତ୍ୱକୁ ଆଲୋଚିତ କରାଯିବା ସହ ଛୋଟ ଛୋଟ କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା ।ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିଜେତା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ସ୍କୁଲ ପ୍ରିନ୍ସପାଲ୍ କେ.ଏନ୍. ରାଓ ,ଭାଇସ ପ୍ରିନ୍ସିପାଲ୍ କଳ୍ପନା ପାତ୍ର ଓ ଖେଳ ଶିକ୍ଷକ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here