କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ଚେୟାରମ୍ୟାନ ପ୍ରାର୍ଥୀ ଗୋପତ ପରିଡାଙ୍କ ଜୋରଦାର ପ୍ରଚାର

0
303

ବେଗୁନିଆପଡା: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ଚେୟାରମ୍ୟାନ ପ୍ରାର୍ଥୀ ଗୋପତ ପରିଡାଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଗୋପତ ପରିଡ଼ାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସମସ୍ତେ ଲୋକମାନଙ୍କ ସହ ଆଲୋଚନା କରିବା ସହ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here