ଦଣ୍ଡଯାତ୍ରା ଉପଲକ୍ଷେ ଗୋଲିଆରେ ନାଟକ ବହି ପୂଜା

0
284

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ଗ୍ରାମର ମାଁ ଶ୍ୟାମାକାଳୀ ଙ୍କ ମନ୍ଦିର ପୀଠରେ ମାଁ ଙ୍କ ଦଣ୍ଡଯାତ୍ରା ଉପଲକ୍ଷେ ଦଣ୍ଡଯାତ୍ରା ସମୟରେ ରାତ୍ରରେ ନାଟକ ପରିବେଷଣ କରିବା ପାଇଁ ନାଟକ ବହି ” ସେ ଦିନର କଥା ମନେ ଅଛିନା ” ପୂଜା ହୋଇଯାଇଛି। ମାଷ୍ଟର କବିରାଜ ପୋଲେଇ ନାଟକ ନିର୍ଦ୍ଦେଶନା ଦେଉଥିବା ବେଳେ ପରିଚାଳନା ଦାୟିତ୍ୱ ନେଇଛନ୍ତି ଯୁବ ସମାଜସେବୀ ତଥା ଗୋଲିଆ ପଞ୍ଚାୟତର ସମିତି ସଭ୍ୟ ମାନସ ରଞ୍ଜନ ପ୍ରଧାନ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ପ୍ରଧାନ, ଶିବ ଶଙ୍କର ମହାପାତ୍ର, ବସନ୍ତ କୁମାର ସାହୁ, ଦଣ୍ଡପାଣି ସ୍ୱାଇଁ, ସୁଶାନ୍ତ କୁମାର ସାହୁ, ପବିତ୍ର ପ୍ରଧାନ, ସିମାଞ୍ଚଳ ଜେନା, ଦେବୀ ପ୍ରସାଦ ଖଟେଇ, ପିଣ୍ଟୁ ମହାରଣାଙ୍କ ସମେତ ଗୋଲିଆ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହିଥିଲେ।

ରିପୋର୍ଟ ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here