ନବରଙ୍ଗପୁର ଜିଲ୍ଲା ରେ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ରେ ବାଜି ମାରିଲା ବିଜେଡି

0
1260

ନବରଙ୍ଗପୁର:ନବରଙ୍ଗପୁର ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ଶରତ ଭତରା,ନନ୍ଦାହାଣ୍ଡି ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ରଶ୍ମିତା ମାଝୀ,ତେନ୍ତୁଳୀଖୁଣ୍ଟି ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ନିଳେନ୍ଦ୍ରି ନାୟକ,ପାପଡାହାଣ୍ଡି ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ହେମ ଲତା ମାଝୀ,କୋସାଗୁମୁଡା ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ସର୍ବେସ୍ଵରି ମାଝୀ,ଝରିଗାଁ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ଦୁର୍ଗା ମାଝୀ,ଚନ୍ଦାହାଣ୍ଡି ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ସୁମିତ୍ରା ପୁଝାରି,ଉମରକୋଟ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ସୁଶୀଳା ମାଝୀ,ରାଇଘର ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ନବୀନା ନାୟକ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here