ସାତମାଇଲ ଉପଲଡା ଛକ ଠାରେ ଚାଷୀ ଙ୍କ ଧାନ ନନେବାରୁ ରାସ୍ତା ରୋକ

0
249

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ତଥା ଉପଲଡା ଗ୍ରାମ ନିକଟରେ ମିଲର ଚାଷୀ ଙ୍କ ଧାନ ନନେବାରୁ,ସ୍ତାନିୟ ଚାଷୀ ମାନେ ରାସ୍ତା ଉପରେ ଧାନ ବୋଝେଇ ଗାଡ଼ିକୁ ବିଚ ରାସ୍ତା ଉପରେ ରଖି ଥିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ଏହି ରାସ୍ତା ଅବରୋଧ ସନ୍ଧ୍ୟା ୫ଘଣ୍ଟା ସମୟରେ ହୋଇଥିବା ଦେଖିବାକୁ ମିଳିଛି।। ଏଠାରେ ସାଧାରଣ ଲୋକଙ୍କ ଧନ ଜୀବନ ରେ ବହୁତ ସମସ୍ୟା ର ସମ୍ମୁଖୀନ ହେବାର ଦେଖିବାକୁ ମିଳିଥିଲା।ଯହାକି ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନେଇ ନଥିଲେ ବୋଲି ସାଧାରଣ ଲୋକଙ୍କ ଠାରୁ ସୂଚନା ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here