କୋଦଳା ପୂର୍ତ୍ତବିଭାଗ ରାସ୍ତା କଡରେ ବିପଦ ସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ

0
235

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ନିକଟସ୍ଥ ଖଲ୍ଲିକୋଟ – ଆସ୍କା ମୁଖ୍ୟ ରାସ୍ତା ଗ୍ଯାସ ଡିପୋ ନିକଟରେ ଏକ ବଡ ଶୁଖିଲା ଗଛ ବିପଦର ସଙ୍କୁଳ ଅବସ୍ଥା ରେ ଅଛି । କେତେବେଳ ଯେ କାହା ଉପରେ ଭାଙ୍ଗି ପଡ଼ିବ ଏବଂ ଦୁର୍ଘଟଣା ଘଟିବ କିଛି କହିହେବ ନାହିଁ । ଏହି ରାସ୍ତା ଦେଇ ଦୈନଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । ଏ ନେଇ ବନବିଭାଗ, ପୂର୍ତ୍ତବିଭାଗ ଏବଂ ଏନ୍ ଏ ସି କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ ।ଦେଖାଯାଉ ଆଗକୁ କେବେ ରାସ୍ତା କଡରୁ ଗଛ କଟା ଯାଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here