ରାଇକିଆ ରେ ବିଜେଡ଼ିର ନିର୍ବାଚନୀ ପ୍ରଚାର

0
258

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବିଜେଡି ତରଫରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ବୁଧବାର ୧୭ ନମ୍ବର ଜୋନର ମଣ୍ଡାକିଆ ଓ ପେଟାପାଙ୍ଗା ପଞ୍ଚାୟତ ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ସୁନନ୍ଦାବେହେରା ଙ୍କ ପାଇଁ ପ୍ରଚାର କରିଛନ୍ତି । ଏଥିସହ ବେରେଡାକିଆ ପଞ୍ଚାୟତର କାଲୁମାହା ଏବଂ ବାସନ୍ତିପଲ୍ଲୀ ରେ ସଭାରେ ଯୋଗଦେଇ ପ୍ରଚାର କରିବା ସହ କର୍ମୀ ଙ୍କୁ ଭେଟି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ସଂପର୍କ ରେ ଆଲୋଚନା କରିଛନ୍ତି ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here