ଧୋଇଗଲା ଡାଇଭର୍ସନ, ବୁଢ଼ାମ୍ବ-ପୁରୁଷୋତ୍ତମପୁର ଯୋଗାଯୋଗ ବିଚ୍ଛିନ୍ନ

0
757

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୫୦ ଏକର ଚାଷ ଜମି ସମ୍ପୂର୍ଣ୍ଣ ରୂପେ ପାଣିରେ ବୁଡ଼ିଯାଇଛି । ଏହାସହ ଏକ ଡାଇଭର୍ସନ ରୋଡ୍ ଧୋଇ ହୋଇଯାଇଥିବା ଯୋଗୁ ବୁଢ଼ାମ୍ବ-ପୁରୁଷୋତ୍ତମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here