ରାଇକିଆ ବ୍ଲକ୍: ପ୍ରଥମ ଦିନ ରେ ୧୧ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

0
234

ରାଇକିଆ: ସୋମବାର ଠାରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ପଂଚାୟତ ରେ ସୋମବାର ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ପାଇଁ ଜଣେ, ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଜଣେ ଏବଂ ୯ ଜଣ ୱାର୍ଡ ମେମ୍ବର ପାଇଁ ନିଜ ପଂଚାୟତରେ ରିଟର୍ଣିଂ ଅଫିସର ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରିପୋର୍ଟ ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here