ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ :ଥାନାରେ ଏତଲା ଦେଲେ ପରିବାର ଲୋକେ

0
236

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ନିକଟସ୍ଥ ଥିବା ଗାୟତ୍ରୀ ମନ୍ଦିର ନିକଟରୁ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୁତ୍ତ।ମିଳିଥିବା ସୂଚନା ଅନୁସାରେ ଡିଉଟି ସାରି ଫିରିଙ୍ଗିଆ ମେଡିକାଲରୁ ଘରକୁ ଯାଉଥିବା ସମୟରେ ଏକ କାରରେ ଅପହରଣ କଲେ କିଛି ଦୁର୍ବୁତ୍ତ।ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କଲେ ପରିବାର ଲୋକେ ।ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here