ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା।

0
612

ଭୁବନେଶ୍ୱର: 21/07/19(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଥିବାରୁ ଆଜି ଛତ୍ରପୁର ବିଜେପି କର୍ମୀମାନେ ଭୁବନେଶ୍ୱରସ୍ଥିତ ବିଶ୍ୱଭୂଷଣଙ୍କ ବାସଭବନରେ ସାକ୍ଷାତ କରି ଫୁଲଗୁଛ ଓ ଉପଢୌକନ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢ଼ୀ, ଲକ୍ଷ୍ମୀନାରାୟଣ ପଣ୍ଡା,ସନ୍ତୋଷ କୁମାର ସାହୁ , ଚି .ଉଦୟ ,ଆଡ଼ଭୋକେଟ ଶିବ ପ୍ରସାଦ ସାହୁ ,ଇ ପ୍ରମୋଦ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here