ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ କବିତା ଆସର

0
299

ଭଞ୍ଜନଗର : ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି ା ଏଥି ନିମିତ୍ତ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ନେତାଜୀ ବିଷୋୟୀ ା ଉପଦେଷ୍ଟା ଜଗବନ୍ଧୁ ଜେନା, ଶୂଳପାଣୀ ଶତପଥୀ,ମନୁନନ୍ଦ ପତି,ସଂପାଦକ ସନ୍ତୋଷ ଜେନା, ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, କୋଷାଧ୍ଯକ୍ଷ ତ୍ରିନାଥ ବେହେରା, ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ , ସାଂସ୍କୃତିକ ସଂପାଦିକା ଜୋତ୍ସା ଦେବୀ,ରୀତାରାଣୀ ମହାପାତ୍ର,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଙ୍କ ସମେତ ଏଥିରେ ବହୁ କବି କବୟିତ୍ରୀ ଯୋଗ ଦେଇ ସ୍ବ ରଚିତ କବିତା ପାଠ କରିଥିଲେ ା କାର୍ଯ୍ୟକ୍ରମକୁ ସୁଜାତା ସିଂ ସଂଯୋଜନା କରିଥିବା ବେଳେ କବି ପ୍ରଦୀପ କୁମାର ପ୍ରଧାନ, ଶଙ୍କର୍ଷଣ ତ୍ରିପାଠୀ, ଅଜିତ କୁମାର ତ୍ରୀପାଠୀ, ନଳିନୀ ପ୍ରଭା ଦାସ, ଉଷ୍ମିତା ମଞ୍ଜରୀ ମିଶ୍ର, ବଳରାମ ସ୍ବାଇଁ, ସୁବାଷ ଚନ୍ଦ୍ର ତାରେଣୀ, ରବି ନାରାୟଣ ମହାନ୍ତି,ସନ୍ତୋଷ ତିଆଡି, ସୁରେଶ ଚନ୍ଦ୍ର ସ୍ବାଇଁ,ବିପିନ ବିହାରୀ ଗୌଡ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଏହି ଅବସରରେ ସ୍ବ ରଚିତ କବିତାମାନ ପାଠ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here