ଶ୍ରଦ୍ଧାପୁରରେ ଶ୍ରୀ ରାମଚରିତ ମାନସ ପରାୟଣ ଓ ୨୪ ପ୍ରହର ନାମଯଜ୍ଞ

0
272

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତଃର୍ଗତ ବଡ଼ ଖଇରଖାମା ପଞ୍ଚାୟତର ଶ୍ରଦ୍ଧାପୁର ଗାଁରେ ଶ୍ରୀ ରାମଚରିତ ମାନସ ପରାୟଣ ଓ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନୂଆଗାଁ ମଠ ମହନ୍ତ ଦାମୋଦର ଦାସ ପ୍ରବଚନ ଦେଉଛନ୍ତି । ଶ୍ରଦ୍ଧାପୁର ଗ୍ରାମବାସୀ ପରିଚାଳନା କରୁଥିବା ବେଳେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଛି। ତେବେ ହରିବୋଲ ହୁଲହୁଳିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here