କୋଦଳା ତହସିଲର ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ

0
395

ବେଗୁନିଆପଡା; ଗଂଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ବେଲଝରୀ ଗ୍ରାମରେ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରାଯାଇଛି । କୋଦଳା ତହସିଲଦାର ସସ୍ମିତା ଶତପଥୀଙ୍କ ତତ୍ୱବିଧାନରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସବୁ ପଟ୍ଟା ବଣ୍ଟନ କରାଯାଇଛି । ବିଭିନ୍ନ ଗ୍ରାମର ବହୁ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ସମେତ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here