ଚାରି ଚୋରଙ୍କୁ ଗିରଫ କଲା ରମ୍ଭା ପୋଲିସ

0
313

ରମ୍ଭା: ଗଞ୍ଜାମ ଜିଲ୍ଲା ରମ୍ଭା ପୋଲିସକୁ ବଡ଼ ସଫଳତା ମିଳିଛି । ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ତତ୍ୱାବିଧାନରେ ଏକ ଟିମ ଚଢ଼ାଉ କରି ଏକ ଚୋରି ମାମଲାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏକ ରିସିଭର ସମେତ ଚାରି ଚୋରକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ହାର ଏବଂ କାନର ଜବତ କରିଛି ପୋଲିସ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ର ବ୍ୟୁରୋ

LEAVE A REPLY

Please enter your comment!
Please enter your name here