ଭଞ୍ଜନଗର ରେ ଜେନି ଇଂଜିନିୟରିଂ ଏଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ଼ ଶୁଭାରମ୍ଭ

0
261

ଭଞ୍ଜନଗର:ରାଜ୍ୟର ବିଭିନ୍ନ ସ୍ଥାନ ରେ ଜେନି ଇଂଜିନିୟରିଂ ଏଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ତାର ଶାଖା ଖୋଲିଥିବା ବେଳେ ରବିବାର ଭଞ୍ଜନଗର ବେଲଗୁଣ୍ଠା ରାସ୍ତାର ନାୟରା ପେଟ୍ରୋଲ ପମ୍ଫ ନିକଟରେ ରେ ମଧ୍ୟ ଏହାର ଶୁଭାରମ୍ଭ ହୋଇଛି। ବିଦ୍ୟୁତ ବିଭାଗର ଭିଜିଲାନ୍ସ ସେକ୍ସନର କାଯ୍ୟ ନିର୍ବାହୀଯନ୍ତ୍ରୀ ହ୍ରଦୟାବାଲା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଜାଗଡ଼ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଓ ଜେନି ସଂସ୍ଥାର ଅଭିଳାଷ ପାଣିଗ୍ରାହୀ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଏହି ସଂସ୍ଥା ବିଭିନ୍ନ ପ୍ରକାରର ସୋଲାର କାଯ୍ୟ ସହିତ ଇଲେକ୍ଟ୍ରିକାଲ,ସିଭିଲ କାଯ୍ୟ କରି ଆସୁଛି। ଭଞ୍ଜନଗରରେ ମଧ୍ୟ ବ୍ୟବସାୟିକ ସଫଳତା ନେଇ ସଂସ୍ଥା ଆଶାବାଦୀ ରହିଛି

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here