ଆଇନଜୀବୀ ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

0
224

ବ୍ରହ୍ମପୁର: ଆଜି ଗଂଜାମ ଓକିଲ ସଂଘର କଂଫେରେନ୍ସ ହଲ ଠାରେ ଆଇନଜୀବି ନିତେଇ ଚରଣ ପଟ୍ଟନାୟକ ଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି ଦୁଇ ମିନଟ ନିରବ ପ୍ରାର୍ଥନା ପାଇଁ ଅନୁରୋଧ କରିଥିଲେ।ଉପ ସଭାପତି ଭାଗୀ ରାଓ,ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ,ମୋହନ ସିଙ୍ଗାରି,ମନୋଜ ପଟ୍ଟନାୟକ, ଅକ୍ଷୟ ପଟ୍ଟନାୟକ, ସୁଶୀଲ ତ୍ରିପାଠୀ,ସୂର୍ଯ୍ୟ ନାରାୟଣ ଚୋଧୁରୀ,ପ୍ରଭୁଦତ୍ତ ଆଚାର୍ଯ୍ୟ,ଅନିଲ ପଣ୍ଡା,ସୁଧୀର ମିଶ୍ର,କୃଷ୍ଣ ସାହୁ,ସୁବାଷ ପାତ୍ର ଙ୍କ ସମେତ ବହୁ ଓକିଲ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here