ଜଗନ୍ନାଥପ୍ରସାଦ ରେ ବିରଳ ଶିଶୁ ପୁତ୍ର ଜନ୍ମ

0
333

ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ସକାଳୁ ଏକ ବିରଳ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି l ଶିଶୁ ଟି ଖାଦ୍ୟ ଖାଉଥିବା ଓ କାନ୍ଦୁ ଥିଲେ ମଧ୍ୟ୍ୟ ଶିଶୁ ଟିର ସମ୍ପୂର୍ଣ ଶରୀର ଫାଟି ଯିବା ସହ ଶିଶୁ ଟିର ଆଖି ଦେଖିବାକୁ ଏକ ରକ୍ତ ମାଂସ ପିଣ୍ଡୁଳା ପରି ହୋଇଛି l ଡାକ୍ତର ଶ୍ରୀତମ ସୌରତ ସାହୁ ଙ୍କ କହିବା ଅନୁଯାୟୀ ଏମିତି ଶିଶୁ ଜନ୍ମ ହେବା ଏକ ବିରଳ । ଏହି ପରି ଶିଶୁ ଜନ୍ମ ହେବାର କାରଣ ପ୍ରାୟତଃ ବଂଶଗତ ଶୂକ୍ରାଣୁ ସମସ୍ୟା କାରଣ ରୁ ଏହିପରି ଶିଶୁ ଜନ୍ମ ହେଇଥାନ୍ତି l ଏହିପରି ଶିଶୁ ଅଧିକ ଦିନ ବଞ୍ଚି ନଥାନ୍ତି ଶିଶୁ ଟିର ମାତା ଙ୍କ ବାପା ଘର ଛାମୁଣ୍ଡା ଗ୍ରାମ ବୋଲି ସୂଚନା ମିଳିଛି। ପିଲାଟିକୁ ବ୍ରହ୍ମପୁର ପଠାଇ ଦିଆଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here