ସିଲାଟି ଗ୍ରାମରେ ବିଜେଡି ର ମିଶ୍ରଣ ପର୍ବ

0
300

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ଉମରକୋଟ ବ୍ଲକ ସିଲାଠି ଠାରେ ମିଶ୍ରଣପର୍ବ ଅନୁଷ୍ଟିତ ହୋଇଥିଲା ଏହି ମିଶ୍ରଣ ପର୍ବରେ ୧୬୦୦ ରୁ ଉର୍ଦ୍ଧ ମହିଳା ଓ ଯୁବକ ଗୁରୁଜନ ମାନେ ନିସ୍ବାର୍ଥ ଭାବରେ ବିଜୁ ଜନତା ଦଳରେ ଯୋଗଦାନ ଦେଇଥିଲେ l ଏହା ସହ ଅନ୍ୟ ଏକ ସ୍ଥାନ ବୁର୍ଜା ଉମରକୋଟ ବ୍ଲକ୍ ,ଉମରକଟ ଏ.ସି ଠାରେ ଆଜି ବହୁସଂଖ୍ୟାରେ ୫୮୦ ରୁ ଉର୍ଦ୍ଧ ଜଣ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ତା ସହ ଉମରକୋଟ ବ୍ଲକ ଇଉଭି ୧୪ ଜାମରଣ୍ଡା ୧୫୨ ରୁ ଉର୍ଦ୍ଧ କର୍ମୀ ଲୋକ ବିଜୁ ଜନତା ଦଳରେ ସ୍ଵଇଚ୍ଛାରେ ଯୁବ ଠାରୁ ଆରମ୍ଭ କରି ମା ମାଉସୀ, ମଉସା ନିଜସ୍ୱ ଇଚ୍ଛାରେ ବିଜୁ ଜନତା ଦଳରେ ଯୋଗଦାନ ଦେଇଛନ୍ତ ।ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ
ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ , ନବରଙ୍ଗପୁର ବିଜେଡ଼ି ଜିଲ୍ଲା ସଂଯୋଜକ ତଥା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଢ଼ୀ ମହୋଦୟ ,ପୂର୍ବ ତନ ବିଧାୟକ ସୁବାଷ ଗଣ୍ଡ , ପୂର୍ବ ତନ ନଗରପାଳ ଝାଡେଶ୍ୱର ମହାନ୍ତି ,ବିଜୁ ଛାତ୍ର ଜନତା ଦଳ ଛାତ୍ର ସଭାପତି ଶ୍ରୀ ସୁଧାଂଶୁ ଦାସ ମୋହଦୟ, ଝରିଗାଁ ବିଧାୟକ ପ୍ରତିନିଧି ସଞ୍ଜୟ ଗୁପ୍ତା ,ଜିଲ୍ଲା ଛାତ୍ର ଉପ ସଭାପତି ଶ୍ରୀ ଚନ୍ଦନ ବେହେରା ମହୋଦୟ, ଝରିଗାଁ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଗୁପ୍ତା ମହୋଦୟ , ବରିଷ୍ଟ ବିଜେଡ଼ି ନେତା ଶ୍ରୀ କାଳୁ ପଣ୍ଡା, ଉମରକୋଟ ଯୁବ ଡିଜିଟାଲ ସମ୍ପାଦକ ଶ୍ରୀ ପିଣ୍ଟୁ ବିଷୋୟୀ , ବିଜେଡି ମହିଳା ନେତ୍ରୀ ଇଷ୍ଟେର ପଟ୍ଟନାୟକ,ଉମରକୋଟ ବ୍ଲକ ସଭାପତି ଆଜିତ ପ୍ରଧାନ ,ନଗର ସଭାପତି କୈଳାଶ ନାୟକ, ଦେବୀ ସିଂ ମାଝୀ ,ଲଳିତ ସେଠି ।ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଯୋଗ ଗଣ୍ଡ , ବାପି ସିଲ , ପ୍ରମୁଖ ଉପସ୍ଥିତ ଥିଲେ

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here