ରେଷ୍ପଣ୍ଡ ଟ୍ରଷ୍ଟ ତରଫରୁ ଗୀତାଞ୍ଜଳି ଙ୍କୁ ସହାୟତା

0
232

ବେଲଗୁଣ୍ଠା:ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ର ଗୀତାଞ୍ଜଳି ଜୁଣ୍ଡି ଙ୍କୁ ସାକ୍ଷାତ କରିଥିଲା ରେଷ୍ପଣ୍ଡ ଟ୍ରଷ୍ଟ ର ମହିଳା ଶାଖା ! ଉଭୟ ବାପା, ମା ଙ୍କୁ ହରାଇ ବାସ୍ତବରେ ଏକାକୀ ଅନୁଭବ କରୁଛନ୍ତି ଯୁକ୍ତ ତିନି ରେ ଅଧ୍ୟୟନ କରୁଥିବା ଗୀତାଞ୍ଜଳି, ରେଷପଣ୍ଡ ଟ୍ରଷ୍ଟ ର କନ୍ଧମାଳ ସଂଯୋଜିକା ଇତିଶ୍ରୀ ପରିଡା ଙ୍କ ନେତୃତ୍ୱ ରେ ସଦସ୍ୟା ପ୍ରୀତି ସାକ୍ଷାତ କରିଥିଲେ ! ବିଭିନ୍ନ ଆବଶ୍ୟକତା ପଚାରିବୁଝି, କିଛି ଦୈନନ୍ଦିନ ଓ ଶିକ୍ଷା ଆବଶ୍ୟକୀୟ ଉପକରଣ ପ୍ରଦାନ କରିଥିଲେ !ଆଗାମୀ ଦିନରେ ନିୟମିତ ଯୋଗାଯୋଗ ରହିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯଥା ସମ୍ଭବ ସାହାଯ୍ୟ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି ! ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ଫୋନ ମାଧ୍ୟମରେ ଗୀତାଞ୍ଜଳି ସହ ବାର୍ତାଳାପ କରିଥିଲେ ଓ ଯଦି କିଛି ଅବାଶ୍ୟକ ପଡେ ସଦସ୍ୟା ମାନଙ୍କ ସହ ନିଃସନ୍ଦେହ ଯୋଗାଯୋଗ କରିବା ପାଇଁ କହିଥିଲେ ! ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here