ପ୍ରେମୀ ଯୁଗଳଙ୍କ ଭିଡ଼ିଓ ଭାଇରାଲ ଘଟଣାରେ ୬ ଗିରଫ

0
645

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା) ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟ ପଦ୍ମଗିରି ଛକ ଠାରେ କିଛି ଦିନ ତଳେ ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ଭିଡ଼ିଓ କୁ ସୋସିଆଲ ମିଡିଆ । ମାଧରେ ଭାଇରାଲ ହେବ ପରେ ମାଲକାନଗିରି ପୋଲିସ ନଜରରେ ଆସିଥିଲା ଗତକାଲି ଆଦର୍ଶ ଥାନା ଅଧୁକାରୀ ରାମ ପ୍ରସାଦ ନାଗଙ୍କ ଦ୍ଵାରା ମାଲକାନଗିରି ପୋଲିସଟିମ ସନ୍ଦିମାଳ ଗ୍ରାମର ୬ ଜଣ ଯୁବକ ଙ୍କୁ ଠାବ କରିବା ସହ ହେପାଜତ କୁ ନେଇ ଥିଲେ । ଯୁବକ ମାନେ ହେଲେ ୧.ଡମ୍ବରୁ ମାଡକାମୀ ( ୨୮ ) ୨ . ପ୍ରୀତମ କରସ୍ତା ( ୨୧ ) ୩.ତ୍ରିନାଥ କରସ୍ତା ( ୨୧ ) ୪.କିନ୍ତୟ କରିସ୍ତା ( ୩୦ ) ୫ . ସମରୁ କରସ୍ତା ( ୨୪ ) ୬.ଦେବ ମାଢି ( ୩୬ ) ଏମାନେ ସମସ୍ତେ ସୟିମାଳ ଗ୍ରମ ର ବାସିନ୍ଦା ଅଟନ୍ତି । ସେମାନଙ୍କୁ ଗିରଫ କରିବା ପରେ ବିଳମ୍ବିତ ରାତ୍ରରେ କୋର୍ଟ ଗଲାଣ କରିଥିବା ସୂଚନା ମିଳିଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here