ପୂର୍ବତନ ବିଧାୟକ ଓ ଅଙ୍ଗରକ୍ଷୀ ଙ୍କ ୧୧ତମ ସହିଦ ଦିବସ ପାଳିତ

0
250

ଉମରକୋଟ: ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ବ୍ଲକ ଅନ୍ତର୍ଗତ ଗୋନା ହାଟପଦା ଠାରେ ସ୍ବର୍ଗତ ଜଗବନ୍ଧୁ ମାଝୀ ଏବଂ ତାଙ୍କ ଅଙ୍ଗରକ୍ଷୀ ସ୍ବର୍ଗତ ପିଙ୍କୁ ପାତ୍ରଙ୍କ 11 ତମ ସହିଦ ଦିବସ ପାଳିତ ହୋଇଯାଇଛି ! ରାଇଘର ବ୍ଲକ ବିଜେଡି ସଭାପତି ରାଇସିଙ୍ଗ ଗଣ୍ଡଙ୍କ ସଭାପତିତ୍ୱ ରେ ମଞ୍ଚପରିଚାଳନା କରିଥିଲେ ଜ଼ିଲ୍ଲା ସଂଯୋଜକ ପ୍ରମୋଦ ପାଢ଼ୀ !ମୁଖ୍ୟଅତିଥି ଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ମୁଖ୍ୟବକ୍ତା ମାନ୍ୟବର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସମ୍ମାନିତ ଅତିଥି ଭାବେ ଉମରକୋଟ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ,ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା,ରାଜ୍ୟ ସମ୍ପାଦିକା ନବୀନା ନାୟକ,ଜ଼ିଲ୍ଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ,ବରିଷ୍ଟ ବିଜେଡି ନେତା ଝାଡ଼େଶ୍ୱର ମହାନ୍ତି,ଉମରକୋଟ ବ୍ଲକ ଅଧ୍ୟକ୍ଷ ଲାଇବନ ଭକ୍ତ,ଜ଼ିଲ୍ଲା ଯୁବ ସଭାପତି ଶିବାନନ୍ଦ ବିଷୋୟୀ,କାଳୁ ପଣ୍ଡା,ଡବ୍ଲୁ ଗଣ୍ଡ,ପ୍ରବୀଣା କଲାର,ନାନାର ଖରା,ରାମନାଥ କେଉଟ,ଚିତ୍ତରଞ୍ଜନ ଗଣ୍ଡ,ଶଙ୍କର ବର୍ମା, ଯତୀନ୍ଦ୍ର ନାଥ ଗଣ୍ଡ,ପ୍ରଣବ ଭୂୟାଁ,ଗୁପ୍ତ ପ୍ରସାଦ ଝାଙ୍କର,ଚୁନୁ ରାଜପୁତ,ଭିକି ନାୟକ,ହିମାଂଶୁ ଜେନା ,ଗଣେଶ କୁମ୍ଭାର,ତପନ ପାତ୍ର,ନରେନ୍ଦ୍ର ନାୟକ ତଥା ବିଜେଡିର ବରିଷ୍ଟ, ଯୁବ ଛାତ୍ର ଏବଂ ମହିଳା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ !

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here