ଏ ଏସ ଆଇ ମହେଶ୍ୱର ବେହେରା ପାଇଲେ ଡିଜିପି ପୁରସ୍କାର

0
222

କୋଦଳା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଏ ଏସ ଆଇ ମହେଶ୍ୱର ବେହେରା ଙ୍କୁ ଡିଜିପି ପୁରସ୍କାର ସହ ସମ୍ବଦ୍ଧିତ କଲେ ଗଞ୍ଜାମ ଏସ. ପି.ବ୍ରିଜେଶ କୁମାର ରାୟ ଉଲେଖନୀୟ ସେବାପାଇଁ ୨୦୨୦ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ ଆଇ ବେହେରାଙ୍କୁ ଭବିଷ୍ୟତ ରେ ଜନସାଧାରଣଙ୍କ ପ୍ରତି ସେବା ମନବୃତି, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ଏସ. ପି. ପରାମର୍ଶ ଦେଇଥିଲେ, ଶ୍ରୀ ବେହେରା ଗତ ଦୁଇ ବର୍ଷ ଧରି କୋଦଳା ଥାନାରେ କାର୍ଯ୍ୟ ରତ ଅଛନ୍ତି ସେ କହିଛନ୍ତି କି ଲୋକଙ୍କ ସେବା କରିବା ମୋର ପ୍ରଥମ କର୍ତଵ୍ୟ ଏବଂ ତାହା ସହ ମୁଁ ମୋ କର୍ତ୍ତବ୍ୟ ରୁ କେବେବି ଓହୋରିବି ନାହିଁ

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here