ଚିଙ୍ଗୁଡ଼ିଖୋଲରେ ଜନ୍ମାଷ୍ଟମୀ ପାଳିତ

0
294

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲରେ ଗ୍ରାମର ଗୋପୀନାଥଙ୍କ ପୀଠରେ ଜନ୍ମାଷ୍ଟମୀ ପାଳନ ହୋଇଛି । ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ପଙ୍କାଳ ମୁଠା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଚିଙ୍ଗୁଡ଼ିଖୋଲରେ ପବିତ୍ର ଜନ୍ମାଷ୍ଟମୀ ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ ହୋଇଯାଇଛି । ଏଥିରେ ଗୋପାଳ ସମାଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଏଥର କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ନିରାଡମ୍ବର ସହକାରେ ସମସ୍ତ ପୂଜାର୍ଚ୍ଚନା ଶେଷହୋଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here