ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଓକିଲ ସଂଘର ଧାରଣା

0
238

ବ୍ରହ୍ମପୁର :ବ୍ରହ୍ମପୁର ଠାରେ ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଓକିଲ ସଂଘ ପରିଶରରେ ମାସର ଶେଷ ଚାରି ଦିନ ର ପ୍ରଥମ ଦିନର ଧାରଣାରେ ଓକିଲ ମାନଙ୍କ ସତ୍ୟାଗ୍ରହ ଜାରି ରହିଛି।ଆଜିର ଏହି ସତ୍ୟାଗ୍ରହରେ ଓକିଲ ମାନେ କୋର୍ଟ ର ମୁଖ୍ୟ ରାସ୍ତାକୁ ବହୁ ସମୟ ଧରି ବନ୍ଦ କରିବା ସହ ଧାରଣାରେ ବସିଥିଲେ।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି,ଉପ ସଭାପତି ଭାଗୀ ରାଓ,ସମ୍ପାଦକ ପ୍ରଦୀପ ବେହେରା,ସହ ସମ୍ପାଦକ ସୁଧୀର କୁମାର ପାତ୍ର ଙ୍କ ସମେତ ସଂଘର ବହୁ ବରିଷ୍ଠ ଓକିଲ ନିର୍ମଳ ସାହୁ,କୃଷ୍ଣ ଚନ୍ଦ୍ର ପଣ୍ଡା, ମୋହନ ସିଙ୍ଗାରି,ମନୋଜ ପଟନାୟକ,ସୁଦାମ ସାହୁ,ଅଶୋକ ଶୁକ୍ଳା, ସୁରେଶ ସାହୁ,କପିଳ ପଟନାୟକ,ଶିଶିର ପଣ୍ଡା,ଜଗନାଥ ମିଶ୍ର,ତାପସ ସାହୁ,ସୁଧୀର ମିଶ୍ର,ନିରଞ୍ଜନ ନାୟକ,ସୁଶୀଲ ତ୍ରିପାଠୀ, ବୈଜନ୍ତିମାଳା ପାଢୀ,ରେଖା ସାହୁ,ମିନତୀ ରଥ,ଶର୍ମିଷ୍ଠା ପଣ୍ଡା,ଲାଲ ବାହାଦୂର ପଟ୍ଟନାୟକ, ମନୋଜ ପାଣିଗ୍ରାହୀ, ରମାନନ୍ଦ ଯାଦବ,ବସନ୍ତ ପଟ୍ଟନାୟକ, ସୂର୍ଯ୍ୟ ମହାପାତ୍ର ଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here