ଭଞ୍ଜନଗର ବି.ଇ.ଓ ଅଫିସ ପରିସରରେ ବୃକ୍ଷ ରୋପଣ

0
230

ଭଞ୍ଜନଗର: ଭଞ୍ଜନଗର ବି.ଇ.ଓ ଅଫିସ ପରିସରରେ ବୁଧବାର ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବି.ଇ.ଓ ଏସ୍.ଧନଞ୍ଜୟଙ୍କ ନିର୍ଦ୍ଦେଶ ପ୍ରକାରେ ଏ.ବି.ଇ.ଓ ସୂର୍ଯ୍ୟ ନାଇକ ଓ ବି.ଆର୍.ସି.ସି ହୃଷିକେଶ ସ୍ବାଇଁଙ୍କ ତତ୍ତ୍ବାବଧାନରେ ବି.ଆର୍.ଟି ଚିନ୍ମୟ କୁମାର ଦାଶ, ଅନିଲ ମୁଦୁଲି, ଆଇ.ଭି ଟିଚର ରାଧାମୋହନ ଗୌଡ,ଶିକ୍ଷକ ରମେଶ ଚନ୍ଦ୍ର ବେହେରା ,ହେଡ କ୍ଳର୍କ ଲଡୁ କିଶୋର ବେହେରା ,ଅଫିସ ଷ୍ଟାଫ ଚିରଞ୍ଜିବୀ ଦାସ,ସିମାଞ୍ଚଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କୃଷିକେନ୍ଦ୍ର ତରଫରୁ ଯୋଗାଯାଇଥିବା ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇଥିଲା।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here