ପାପଡାହାଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୬ ଲିଟର ଦେଶି ମଦ ଜବତ

0
306

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁର ,ମାଝୀଗୁଡା,ପିତାରିଗୁଡା,କଳାଭାଟିଗୁଡା ,ଟେଡୁଗୁଡା ରେ ଚଢ଼ାଉ କରାଯାଇ ଥିଲା । ବିଶେଷ ସୁତୁରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ,ଅବକାରୀ ଉପ ନିରୀକ୍ଷକ ହରପ୍ରସାଦ ରାଣାଙ୍କ ନେତୃତ୍ପରେ ଏହି ସବୁ ସ୍ଥାନରେ ଚଢ଼ାଉ କରି ୬୬ଲିଟର ଦେଶି ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି ।ଜଣକୁ ନୋଟିସ ଦେଇ ଛାଡିଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଫାରବାର୍ଡ କରିଛନ୍ତି। ଏହି ଚଢ଼ାଉରେ ଗତୁଳ ନାୟକ ,ରଂଜି ଜାନି,ବାଳକୃଷ୍ଣ ନାୟକ ସଦାଶିବ ଭତ୍ରା ,ଆକ୍ରାମ ଖାନ ,ରଞ୍ଜିତ ସିଂ,ଦେଵେନ୍ଦ୍ର ସମରଥ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ ।
ରିପୋର୍ଟ – ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here