ଗଞ୍ଜାମ ଓକିଲ ସଂଘ ଠାରେ ୭୫ ତମ ସ୍ବାଧିନତା ଦିବସ ପାଳିତ

0
233

ବ୍ରହ୍ମପୁର :ଆଜି ଗଞ୍ଜାମ ଓକିଲ ସଂଘରେ 75 ତମ ସ୍ବାଧିନତା ଦିବସ ଅବସରରେ ମାନନୀୟ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି ପତାକା ଉତ୍ତୋଳନ କରିଥିଲେ।ସମ୍ପାଦକ ପ୍ରଦୀପ ବେହେରା କାର୍ଯକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଘ ଉପ ସଭାପତି ଭାଗୀ ରାଓ ଉପସ୍ଥିତ ରହିବା ସହ ସହ ସମ୍ପାଦକ ସୁଧୀର କୁମାର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ସଂଘ ର ବରିଷ୍ଠ ଓକିଲ ନିର୍ମଳ ସାହୁ,ମୋହନ ସିଂଗାରି, କପିଳ ପଟ୍ଟନାୟକ ପ୍ରମୁଖ ସ୍ୱାଧୀନତା ଦିବସ ଉପରେ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଘ ବହୁ ଓକିଲ ତାପସ ସାହୁ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସିତାଂସୁ ପଣ୍ଡା,କିରଣ ମଣ୍ଡଳ,ବରୁଣ ଗୌଡ଼,ପ୍ରମୋଦ ପଣ୍ଡା,ଶିବରାମ ପାତ୍ର,ଅରୁଣ ବିଶ୍ଵାଳ, ନରେଶ ପାତ୍ର, ଜୁବୁଲି ଆଚାର୍ଯ୍ୟ, ନୀଳା ତ୍ରିପାଠୀ,ଅନିଲ ପଣ୍ଡା,ଅକ୍ଷୟ ପଟନାୟକ, ଲାଲ୍ ବାହାଦୁର ପଟ୍ଟନାୟକ,ଦୂର୍ଗା ବେହେରା,ଦେବୀ ସାହୁ, ସମ୍ବିତ୍ ପଟ୍ଟନାୟକ,ରବି ଚୌଧୁରୀ,ମନୋଜ ପାଣଗ୍ରାହୀ,ସଂଘମିତ୍ରା ବେହେରା,କୃଷ୍ଣ ପଣ୍ଡା,କୁଞ୍ଜ ବିହାରୀ ପଣ୍ଡା,ସୁଧୀର ମିଶ୍ର,ଅସିତ୍ ସାବତ, ସୁଶିଲ ତ୍ରିପାଠୀ,ଦୂର୍ଗା ରାଓ, ଜଗନ୍ନାଥ ମିଶ୍ର,ତ୍ରିଲୋଚନ ମହାପାତ୍ର ଙ୍କ ସମେତ ବହୁ ବରିଷ୍ଠ ଓକିଲ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here