ବୋଲନ ଗାଡି ଭାରସାମ୍ୟ ହରାଇ ଗଛ ସହ ଧକ୍କା , ଅଳ୍ପକେ ବର୍ତ୍ତି ଲେ ଚାଳକ

0
817

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଗୋଟିଏ ବୋଲେନ ଗାଡି ଉମରକୋଟ ରୁ ନବରଙ୍ଗପୁର ଯିବା ସମୟରେ ଡାବୁଗାଁ ଅନ୍ତର୍ଗତ ଝାଲିଆଗୁଡା ଜଙ୍ଗଲ ନିକଟସ୍ଥ ବୁଲାଣି ପାଖରେ ଭାରସାମ୍ୟ ହରାଇ ଗୋଟିଏ ଚାରିଚାକିଆ ବୋଲେନ ଏକ ଗଛ ‌ସହ ଧକ୍କା ହୋଇଥିଲା।ଗାଡି ନମ୍ବର OD 24 D 2579 ଦୁର୍ଘଟଣା ରେ । ସୂଚନାଯୋଗ୍ୟଯେ ଗାଡିକୁ ମାଡ଼ ହୋଇଥିବା ବେଳେ ,ଗାଡିରେ ଥିବା ଡାଇବରଟି ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଘଟଣା ସ୍ଥଳରେ ଗାଡିଥିବା ବେଳେ ଗାଡିର ମାଲିକ ନଥିବା ସୂଚନା ମିଳିଛି। ଏହି ଘଟଣା ଟି ଡାବୁଗାଁ ପୋଲିସର ତଦନ୍ତ ପରେ ଜଣ ପଡିବ ।
ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here