ପବିତ୍ର ମଲ୍ଟି ଏଗ୍ରୋ ଫାର୍ମର ଶୁଭାରମ୍ଭ

0
233

ବେଗୁନିଆପଡା:: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବଡ଼ ଖଇରଖମା ପଞ୍ଚାୟତର ଥୁଆମୂଳ ଗ୍ରାମରେ ପବିତ୍ର ମଲ୍ଟି ଏଗ୍ରୋ ଫାର୍ମର ଶୁଭାରମ୍ଭ ହୋଇଛି । ଆଜି ରୀତିନୀତି ଅନୁସାରେ ଫାର୍ମ ରେ ପୂଜାପାଠ କରିଛନ୍ତି ପ୍ରୋପାଇଟର ପବିତ୍ର କୁମାର ରାଉତ ଏବଂ ତାଙ୍କ ଧର୍ମପତ୍ନୀ । ଏହି ଫାର୍ମରେ ପଲଟ୍ରି ୟୁନିଟ, ମିଲ ୟୁନିଟ, ଫିସେରୀ ୟୁନିଟ, ହଟି କଲଚର ଭଳି ଚାରୋଟି ୟୁନିଟ ହୋଇଛି । ଆଜି ପ୍ରଥମେ ପଲଟ୍ରି ୟୁନିଟକୁ ପୂଜା କରିବା ସହ କୁକୁଡ଼ା ଚିଆଁ ଅଣାଯାଇଛି । ଆଗକୁ ଆଉ ସବୁ ୟୁନିଟର ଶୁଭାରମ୍ଭ କରାଯିବ ବୋଲି କହିଛନ୍ତି ପବିତ୍ର ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here