ପାଞ୍ଚଲକ୍ଷ ଟଙ୍କା ସହ ତିନି ଚୋର ଗିରଫ ଏବଂ ମୋଟରସାଇକେଲ ଜବତ

0
264

କବିସୂର୍ଯ୍ୟନଗର:ବ୍ରହ୍ମପୁର ଗତ ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୁଢାମ୍ବ ବିଶ୍ବନାଥ ନାୟକ ଙ୍କ ଠାରୁ ପାଞ୍ଚ ଲକ୍ଷ ଚୋରି ଘଟଣା ର ମୁଖ୍ୟ ମାଷ୍ଟର ମାଇଣ୍ଡ ସହିତ ଦୁଇ ସହଯୋଗୀ ଗିରଫ ହୋଇଛନ୍ତି l ସେମାନଙ୍କ ନିକଟରୁ ଚୋରି ହୋଇଥିବା ପାଞ୍ଚ ଲକ୍ଷ ଟଙ୍କା,ଏକ ମୋଟରସାଇକେଲ ଜବତ ହୋଇଛି । ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ କବିସୂର୍ଯ୍ୟନଗର ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here