ବଡ଼ଗଡ଼ ବନାଞ୍ଚଳର କର୍ମଚାରୀ ପୁରସ୍କୃତ

0
248

ଭଞ୍ଜନଗର: ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ ବନସରଂକ୍ଷକ ଶ୍ରୀ ସତ୍ୟ ନାରାୟଣ ବେହୁରା, ବନଖଣ୍ଡ ଅଧିକାରୀଙ୍କ ସଭାପତିତ୍ୱରେ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ଅଵସର ରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଥିବାରୁ ବଡ଼ବଡ଼ ବନାଞ୍ଚଳ ତଥା ଏହି ବନାଞ୍ଚଳର କର୍ମଚାରୀ ଶ୍ରୀ ସୁଶାନ୍ତ କୁମାର ବିଷୋୟୀ, ବନପାଳ ଓ ଶ୍ରୀ ସୁଦର୍ଶନ ମିଶ୍ର ଅବସରପ୍ରାପ୍ତ ବନପାଳଙ୍କୁ ପୁରସ୍କୃତ କରାଯାଇଛି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here