ବଡ଼ ଡ଼ାକ୍ତରଖାନା ପରିସରରେ ଖାଦ୍ୟ ବଣ୍ଟନ 

0
245

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପରିସରରେ କରୋନାକୁ ଦୃଷ୍ଟିରେ ରଖ୍ ପ୍ରତି ଦିନ ଅସହାୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବିଦାନ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ରନ୍ଧା ଖାଦ୍ୟ ଓ ଶୁଖୁଲା ଖାଦ୍ୟ ପ୍ରଦାନ କରାଯାଉଛି । ଗେଟବଜାର ଗୋଲପଲ ସାହି ହରିଜନ କଲୋନୀର ମିଟୁ ଘଡ଼େଇ ଏପରି ନିଜ ସହଯୋଗୀଙ୍କ ଦ୍ଵାରା ଦଶଦିନ ଧରି ଖାଦ୍ୟ ପ୍ରଦାନ କରୁଛନ୍ତି । ଏଥିରେ ରମେଶ , ମିଟୁ , ଦନା , ବୁବୁନ , କୁନାଲ୍ , ରିଙ୍କୁ , ଲଳିତ , ରମେଶ ପ୍ରମୁଖ ସହଯୋଗ କରୁଛନ୍ତି । କଟକଣା ଯୋଗୁଁ ସଠିକ୍ ଭାବେ ଖାଦ୍ୟ ମିଳୁନଥିବା ଯୋଗୁଁ ଏପରି ଏଠାରେ ମାଗଣରେ ବଣ୍ଟନ କରାଯାଉଛି 

LEAVE A REPLY

Please enter your comment!
Please enter your name here